33.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ମୁକାବିଲା ପାଇଁ ସଚିବାଳୟ ସେବାର କର୍ମଚାରୀ ବି ଦେଲେ ଦିନକର ବେତନ

କରୋନା ମୁକାବିଲା ପାଇଁ ସଚିବାଳୟ ସେବାର କର୍ମଚାରୀ ବି ଦେଲେ ଦିନକର ବେତନ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଏବେ ସମଗ୍ର ବିଶ୍ୱ ଲଢେଇ କରୁଛି । ଏଥିପାଇଁ ଦେଶକୁ ଲକ୍ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକଙ୍କ ଉପକାର ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଅର୍ଥ ଦାନ କରୁଛନ୍ତି । ତେବେ ବଜାରଘାଟ ସାଙ୍ଗକୁ ଲକ୍ ଡାଉନ ପାଇଁ ଯାତାୟାତ ବି ବନ୍ଦ ରହିଛି । ଲୋକଙ୍କ ଉପକାର ପାଇଁ ସରକାର ଅସ୍ଥାୟୀ ଡାକ୍ତରଖାନା ବି ନିର୍ମାଣ କରିଛନ୍ତି । ଉଠା ଦୋକାନୀ, ଦୁଃଖୀ ଦରିଦ୍ରଙ୍କ ସହାୟତା ପାଇଁ ସରକାର ଏକ ରିଲିଫ ଫଣ୍ଡ୍ ଆୟୋଜନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସଚିବାଳୟ ସେବାର କର୍ମଚାରୀମାନେ ଦିନକର ବେତନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । କର୍ମଚାରୀମାନେ ଅନଲାଇନ ଦେୟ ପାଇଁ ଥିବା ବ୍ୟବସ୍ଥାକୁ ଉପଯୋଗ କରି ଅର୍ଥଦାନ କରିବା ଆରମ୍ଭ କରିଛନ୍ତି ।
https://onakhabar.com/2020/03/30/joe-diffi-died-in-usa-affecting-corona-virus/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking