32.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶରାୟ ଐତିହାସିକ : ପ୍ରଧାନମନ୍ତ୍ରୀ

ରାୟ ଐତିହାସିକ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ କହିଲେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି । ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ । ଜାମ୍ମୁକାଶ୍ମୀର ଓ ଲଦାଖ ଭଇଭଉଣୀଙ୍କ ସ୍ୱପ୍ନ ପୂରଣ ନିଷ୍ପତ୍ତିରେ ଆମେ ଅଟଳ । ଧାରା ୩୭୦ ଦ୍ୱାରା ପୀଡିତ ସମାଜର ସମ୍ବେଦନଶୀଳ ବର୍ଗ ଯାଏ ବିକାଶ ପହଞ୍ôଚବ । ଆଜିର ରାୟ କେବଳ ଏକ ଆଇନିଗତ ବିଚାର ନୁହେଁ, ଏହା ଆଶାର ଆଲୋକ । ଉଜ୍ଜ୍ୱଳ ଭବିଷ୍ୟତ ସହ ସୁଦୃଢ ଓ ସଂଗଠିତ ଭାରତ ନିର୍ମାଣ ପାଇଁ ବଦ୍ଧ ପରିକର ।

୩୭୦ ଧାରା ଉଚ୍ଛେଦ ବୈଧ : ସୁପ୍ରିମକୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking