24.1 C
Bhubaneswar
Thursday, April 30, 2026
Homeଓଡିଶାକଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ଛାତ

କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ଛାତ

କଟକ : କଟକ ରେଲୱେ ଷ୍ଟେସନରେ ଘଟିଛି ବଡ ଅଘଟଣ। ଭୁଶୁଡ଼ିଲା ରେଲୱେ ଷ୍ଟେସନରେ ନିର୍ମାଣାଧୀନ ଛାତ। ପ୍ଲାଟଫର୍ମ ୧ରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଥିବା ନେଇ ମିଳିଛି ସୂଚନା। ଉପର ସେଡ୍‌ର କିଛି ଅଂଶ ମଧ୍ୟ ଟ୍ରାକ୍‌ ଉପରେ ପଡ଼ିଥିବା ଜଣାପଡିଛି। ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହି ଅଘଟଣ ଯୋଗୁଁ କିଛି ଟ୍ରେନ୍‌ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା ମିଳିଛି। ବନ୍ଦେ ଭାରତ ଯିବାର ୧୦ ମିନିଟ୍ ପରେ ଟ୍ରାକ୍ ଉପରେ ଭୁଶୁଡିଥିବା ସୂଚନା ମିଳିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking