29.1 C
Bhubaneswar
Friday, May 15, 2026
Homeଓଡିଶାଅକ୍ଟୋବର ୮ରୁ ଆରଆଇ ଅମିନ ପରୀକ୍ଷା

ଅକ୍ଟୋବର ୮ରୁ ଆରଆଇ ଅମିନ ପରୀକ୍ଷା

ଭୁବନେଶ୍ୱର: ଆରଆଇ, ଆଇସିଡିଏସ୍ ସୁପରଭାଇଜର, ଆରଆଇ, ଅମିନ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ସବୁ ଜିଲ୍ଲାରେ ଅକ୍ଟୋବର ୮ରୁ ନଭେମ୍ବର ୧୩ ମଧ୍ୟରେ ହେବ ପ୍ରିଲିମନାରୀ ପରୀକ୍ଷା। www.osssc.gov.in ରେ ଆଡମିଶନ ଲେଟର ଡାଉନଲୋଡ କରିହେବ। ଛାତ୍ରଛାତ୍ରୀ ଚାହିଁଲେ ପୋର୍ଟାଲରେ ମକ୍ ଟେଷ୍ଟ ମଧ୍ୟ ଦେଇ ପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking