34.1 C
Bhubaneswar
Saturday, May 9, 2026
Homeଓଡିଶାବାଇକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ

ବାଇକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ

ତଳସରା: ତଳସରା ଥାନା ଘୋଘର ବୁଲେନ୍ଦ ଜଙ୍ଗଲରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ ହୋଇଥିବା ବେଳେ ଦୁଇ ଗୁରୁତର ହୋଇଛନ୍ତି । ମୃତକ ହେଲେ ଶ୍ଲୋକ ବାର୍ଲା । ଗୁରୁତରମାନେ ହେଲେ ଅବିନାଶ ବାର୍ଲା ଓ ଆକାଶ ବାର୍ଲା । ସମସ୍ତେ ବାଲିଶଙ୍କରା ଭାଟିପଡା ଗ୍ରାମର ବାସିନ୍ଦା । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା । ଗୁରୁତରଙ୍କ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସବଡେଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣା ଯାଇଥିଲା ସେଠାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ୩ ସାଙ୍ଗ ଏକ ନମ୍ବର ବିହୀନ ବାଇକରେ ବିବାହ ବୋଜି ଖାଇବାକୁ ଘୋଘର ଯାଉଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking