32.2 C
Bhubaneswar
Monday, August 10, 2026
Homeଓଡିଶାରାଜ୍ୟ ବାହାରେ ଥିଲେ ଭିସିରେ ଚାଷୀଙ୍କ ପଞ୍ଜୀକରଣ

ରାଜ୍ୟ ବାହାରେ ଥିଲେ ଭିସିରେ ଚାଷୀଙ୍କ ପଞ୍ଜୀକରଣ

ଭୁବନେଶ୍ୱର: ସମବାୟ ସଂସ୍ଥାରେ ଚାଷୀଙ୍କ ପାଇଁ ହେବ ଏଗ୍ରିଷ୍ଟାକ ଆଇଡି । ଆଇଡି ଜେନେରେଟର ହେଲେ ଚାଷୀଙ୍କୁ ମିଳିବ ପରିଚୟ ପତ୍ର । ଏନେଇ ସୂଡନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଚାଷୀ ସମବାୟ ସଂସ୍ଥା ଆସି ନପାରିଲେ ସରକାର ଚାଷୀଙ୍କ ପାଖକୁ ଯିବ । ଯେଉଁମାନେ ରାଜ୍ୟରେ ନଥିବେ ସେମାନଙ୍କ ପାଇଁ ବି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଭିସି ଜରିଆରେ ସେମାନଙ୍କର ପଞ୍ଜୀକରଣ ହୋଇପାରିବ । ୩୧ ତାରଖ ଯାଏଁ ପଞ୍ଜୀକରଣ ହେବ, ଆବଶ୍ୟକ ହେଲେ ଅବଧି ବଢିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking