29.1 C
Bhubaneswar
Wednesday, April 24, 2024
Homeଓଡିଶାବିଧାୟକଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ବିଭିନ୍ନ ଦେବା ଦେବୀ ମନ୍ଦିରରେ ଦୀପ ଧାନ ଓ...

ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ବିଭିନ୍ନ ଦେବା ଦେବୀ ମନ୍ଦିରରେ ଦୀପ ଧାନ ଓ ପ୍ରାର୍ଥନା

ଯାଜପୁର: ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜ ଘଡେଇ ଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ବିଭିନ୍ନ ସ୍ଥାନରେ ଥିବା ଦେଵ ଦେବୀ ମନ୍ଦିରରେ ପୂଜା ପାଠ ଦୀପ ପ୍ରଜ୍ୱଳ କରା ଯାଉ ଥିବା ଦେଖିବାକୁ ମିଳୁଛି । ସୁକିନ୍ଦା ବିକାଶର ସାରଥି ସମସ୍ତଙ୍କ ପ୍ରିୟ ବିଧାୟକଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଆଶୁ ଆରୋଗ୍ୟ କାମନା କରି ମା’ଦୁର୍ଗାଙ୍କ ନିକଟରେ ଫେରରୋକ୍ରୋମେl ମଜ଼ଦୂର ସଂଗ ର କାର୍ଯ୍ୟ କାରୀ ସଭାପତି କମଳା ନାୟକ ( Ferrochrome Mazdoor Union) ଓ ସାଧାରଣ ସମ୍ପାଦକ ଅଲେଖ ସାମଲଙ୍କ ସମେତ ଶତାଧିକ କର୍ମକର୍ତ୍ତା ସମୂହ ଦୀପ ଦାନ କରିଛନ୍ତି। ଅଖଣ୍ଡ ଦୀପ ଜ୍ୱଳନ କରିବା ସହ ମା’ଦୁର୍ଗା ନିକଟରେ ଘଡ଼ାଇ ପରିବାରର ଶୁଭ ମନାସିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking