32.1 C
Bhubaneswar
Saturday, May 18, 2024
Homeଓଡିଶାବଧୂହତ୍ୟାକାରୀକୁ ଗିରଫ ଦାବିରେ କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା

ବଧୂହତ୍ୟାକାରୀକୁ ଗିରଫ ଦାବିରେ କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ନିକେରେଇ ଥାନା ଅନ୍ତର୍ଗତ ଗ୍ରାମର ବାରୋଅ ଖଗେଦ୍ର ପରିଡାଙ୍କ ଝିଅ ରଶ୍ମିତା ପରିଡା ଙ୍କୁ ନାରାୟଣ ଥାଟୋଇ ବଡ ପୁଅ ପ୍ରଦ୍ୟୁମ୍ନ ଥାଟୋଇଙ୍କୁ ପାଞ୍ଚର୍ବଷ ତଳେ ବିଭାଘର କରିଥିଲେ । ରଶ୍ମିତାରଙ୍କ ୩ବର୍ଷର ଝିଅ,ଏବଂ୬ ମାସର ପୁଅ ମଧ୍ୟ ଅଛି ବାରମବାରମ ରଶ୍ମିତା କୁ ଡାଉରି ପାଇଁ ଟଚପ କରିଥି ଲେ।ଓ ନିକିରେଇ ପାଟଣାରେ ଗ୍ରାମରେ ଗତ ସେପ୍ଟେମ୍ବର ୧୪ ତାରିଖରେ ରାତି ୯ଟାରେ ଶାଶୁଘର ପରିବାର ଲୋକେ ରଶ୍ମିତା କୁ ତଂଟିଚିପି ଓ ପାଟିରେ ବିଶ ପୁରାଇ ମାରିଦେଇଥିଲେ ରଶ୍ମିତା ର ସ୍ୱାମୀ ଶାଶୁ,ଶଶୁର ,ନଣଦ ଓ ଦିଅର ମିଶିମାରିଦେଇଲେ। । ଝିଅ ଘର ପରିବାର ଲୋକେମାନେ ସେମାନେ ନିକେରେଇଥାନାରେ ଅଭିଯୋଗକରିଥିଲେ ୧୫ ତାରିଖରେ ସଂଗଠିତ ଏକ ଯୌତୁକ ଜନିତ ମାମଲାରେ ପୋଲିସ ଆସାମୀମାନଙ୍କୁ ଗିରଫ କରୁନଥିବା ମୃତକଙ୍କ ପରିବାର ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ କୁ ଏବଂ ପାଖରେ ଅଭିଯୋଗ କରିଲେ କ୍ଷ ତେବେ ରଶ୍ମିତା ର ଭୋଣି ଅତିରିକ୍ତ ଜିଲ୍ଲାପାଳ ଗୋଡଧରୀ ମୋଭୋଣି ନିଆଏ ମିଳୁ । ଏଥିରେ କୌଣସି ସୁଫଳ ନମିଳିବାରୁ ଏହାର ପ୍ରତିବାଦରେ ସବାରଦିନ ସଂଗଠନର ପକ୍ଷରୁ ମହିଳା ମହିଳା ସଂଗଠନ ସଦସ୍ୟା ଓ ମହିଳାଙ୍କ ବାପଘର ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking