27.1 C
Bhubaneswar
Saturday, July 27, 2024
Homeଓଡିଶାବନ୍ଧୁକ ଦେଖାଇ ଲୁଟିନେଲେ ସର୍ବସ୍ୱ

ବନ୍ଧୁକ ଦେଖାଇ ଲୁଟିନେଲେ ସର୍ବସ୍ୱ

ନବରଙ୍ଗପୁର : ଘରେ ପଶି ବନ୍ଧୁକ ଦେଖାଇ ସବୁ ଲୁଟିନେଲେ ଲୁଟେରା । ଡଙ୍ଗରଭେଜା ଗାଁରେ ଜଣେ ଶିକ୍ଷୟତ୍ରୀଙ୍କ ଘରୁ ସବୁ ଲୁଟି ନେଇଛନ୍ତି ଲୁଟେରା । ୮ ଜଣ ଲୁଟେରା ଆସି ବନ୍ଧୁକ ସହ ଖଣ୍ଡା ଧରି ଘରେ ପଶି ଲୁଟିନେଇଛନ୍ତି । ୮ ଲକ୍ଷର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଯିବାର ଅଭିଯୋଗ ଆଣିଛନ୍ତି ଶିକ୍ଷୟତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking