27.7 C
Bhubaneswar
Friday, May 15, 2026
Homeଓଡିଶାଦୁର୍ନୀତିରେ ପାରଙ୍ଗମକୁ ପଦୋନ୍ନତି:  ବଦ୍ରି

ଦୁର୍ନୀତିରେ ପାରଙ୍ଗମକୁ ପଦୋନ୍ନତି:  ବଦ୍ରି

ଭୁବନେଶ୍ୱର: ଆଇପିଏସ ମିତ୍ରଭାନୁ ମହାପାତ୍ର, ରବିକାନ୍ତ ଡେପୁଟେସନରେ ଯିବା ପ୍ରସଙ୍ଗରେ କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର । କହିଛନ୍ତି ଯେଉଁ ଅଫିସର ଭଲ ଦୁର୍ନୀତି କଲେ, ରୋଜଗାର କଲେ, ଦକ୍ଷ ପ୍ରମାଣିତ । ଦୁର୍ନୀତି ଦୃଷ୍ଟିରୁ ସେମାନେ ଦକ୍ଷ, ସେଇଥିପାଇଁ  ସେମାନଙ୍କୁ ପଦୋନ୍ନତି ।  ବଦ୍ରିଙ୍କ ଟିପ୍ପଣୀ ନେଇ ଦୁଇ ବରିଷ୍ଠ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking