29.1 C
Bhubaneswar
Friday, October 16, 2026
Homeଓଡିଶାନବୀନଙ୍କୁ ପ୍ରଭାତୀଙ୍କ କାଉଣ୍ଟର

ନବୀନଙ୍କୁ ପ୍ରଭାତୀଙ୍କ କାଉଣ୍ଟର

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ନବୀନଙ୍କ ଟ୍ୱିଟର ଜବାବ ରଖିଲେ ପ୍ରଭାତୀ ପରିଡା । ଏବିଭିପି ସବୁ ଆଡେ ବିଜୟ ଲାଭ କଲା, ବିସିଜେଡି ଦ୍ୱିତୀୟରେ ରହିଲା । ନବୀନ ଯଦି ବୁଝୁଛନ୍ତି ବିସିଜେଡି ଆଗରେ ଆମର କିଛି କହିବାର ନାହିଁ । ଯଦି ଜେନ-ଜି ପାଇଁ ଏତେ ଚିନ୍ତା ତେବେ ଛାତ୍ର ନିର୍ବାଚନ କରୁନଥିଲେ କାହିଁକି । ଆମେ ପ୍ରତିଶ୍ରୁତି ଦେଇଥିଲୁ, ଶୃଙ୍ଖଳାର ସହିତ ନିର୍ବାଚନ ସରିଲା । ଆମେ ନୂଆ ନେତୃତ୍ୱ ପାଇଁ ବାଟ ଫିଟାଇଲୁ କହିଛନ୍ତି ପ୍ରଭାତୀ ପରିଡା ।

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ନବୀନଙ୍କ ଶୁଭେଚ୍ଛା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking