31.1 C
Bhubaneswar
Tuesday, May 7, 2024
Homeଓଡିଶାଆଜି ପୋଲିସ୍ ଡିଜି ଅଭୟଙ୍କ ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଜିଲ୍ଲା ଗସ୍ତ

ଆଜି ପୋଲିସ୍ ଡିଜି ଅଭୟଙ୍କ ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଜିଲ୍ଲା ଗସ୍ତ

ଭୁବନେଶ୍ୱର : ଆଜି ପୋଲିସ ଡିଜି ଅଭୟଙ୍କ ମାଲକାନଗିରି ଗସ୍ତ । ସକାଳ ସାଢେ ୧୦ଟାରେ ପ୍ରଥମେ ମାଲକାନଗିରି ଏମଭି-୩ ବିଏସଏଫ କ୍ୟାମ୍ପରେ ପହଞ୍ଚି ମାଓ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମାଲକାନଗିରି ଜିଲ୍ଲାର ମାଓ ଇଲାକାରେ ଥିବା ବିଏସଏଫ କ୍ୟାମ୍ପକୁ ଯାଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ପୋଲିସ ଡିଜି କୋରାପୁଟ ଓ କନ୍ଧମାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking