38.1 C
Bhubaneswar
Friday, April 26, 2024
Homeଓଡିଶାବିପ୍ଲବୀ କବି ରବି ସିଂ ଙ୍କ ପରଲୋକ

ବିପ୍ଲବୀ କବି ରବି ସିଂ ଙ୍କ ପରଲୋକ

ଭୁବନେଶ୍ୱର :ବିପ୍ଲବୀ କବି ରବି ସିଂ ଙ୍କ ପରଲୋକ ।କଟକ ଖପୁରିଆ ସ୍ଥିତ ବାସଭବନରେ ଆଖି ବୁଜିଲେ ରବି ସିଂ ।୮୯ ବର୍ଷ ବୟସରେ ଇହଧାମ ଛାଡିଲେ ବିପ୍ଲବୀ କବି ।
ଓଡ଼ିଆ ସାହିତ୍ୟର ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୭ ମସିହାରେ ତାଙ୍କୁ ଅତିବଡ଼ି ଜଗନ୍ନାଥ ଦାଶ ସମ୍ମାନରେ ସମ୍ମାନିତ କରାଯାଇଥିଲା । ରବି ସିଂ ୧୯୬୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ପ୍ରଥା ପ୍ରାନ୍ତର କବିତା ,ଚରମ ପତ୍ର ,ଲାଲ ପାଗୋଡାର ପ୍ରେତ ,ଅନ୍ୟାନ କବିତା ଆଦି ସଂକଳନ ସେ ରଚନା କରିଛନ୍ତି । କେବଳ ଓଡ଼ିଆରେ ନୁହେ ବଙ୍ଗଳା ରେ ବି ତାଙ୍କର ଦକ୍ଷତା ରହିଥିଲା । ସେ ଜଣେ ଭଲ ରାଜନେତା ,କବି ଓ ବିପ୍ଲବୀ ମଧ୍ୟ । ବର୍ଧ୍ୱକ୍ୟ ଜନିତ ରୋଗରେ କିଛିଦିନ ହେବ ପୀଡିତ ଥିଲେ ଆଜି ସକାଳୁ ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ସାହିତ୍ୟିକ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ।
https://onakhabar.com/2020/02/02/doctor-student-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking