29.1 C
Bhubaneswar
Wednesday, May 1, 2024
Homeଓଡିଶାଓଡିଶାର ଏହି ଜିଲ୍ଲାରେ ୧୦୦ ପାର୍ କଲା ପେଟ୍ରୋଲ୍ ଦର !

ଓଡିଶାର ଏହି ଜିଲ୍ଲାରେ ୧୦୦ ପାର୍ କଲା ପେଟ୍ରୋଲ୍ ଦର !

ମାଲକାନଗିରି : ପୁଣି ଶତକ ମାରିଲା ପେଟ୍ରୋଲ । ମାଲକାନଗିରି ଜିଲ୍ଲାରେ ଲିଟର ପିଛା ୧୦୦ ପାର କରିଛି । କାଲିମେଳାରେ ପ୍ରିମିୟମ ପେଟ୍ରୋଲ ଦର ଲିଟର ପ୍ରତି ୧୦୩ ଟଙ୍କା ୮୭ ପଇସା ଓ ସାଧାରଣ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ୭୨ ପଇସା ରହିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ୯୨ ଟଙ୍କା ୫୫ ପଇସା ଛୁଇଁଛି। ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିକ ତୈଳ ଦର ଗତ ଦୁଇମାସ ହେଲା ବୃଦ୍ଧି ପାଉଛି। ୨ ମାସ ଭିତରେ ୩ ଟଙ୍କା ଉପରେ ବଢିଛି ପେଟ୍ରୋଲ । ସେହିପରି ଡିଜେଲ ୪ ଟଙ୍କା ଉପରେ ବଢିଛି। ତୈଳ ଦର ବୃଦ୍ଧି ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking