28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗପୁଣି ନିର୍ମାଣ ହେବ ପାଥେରପୁରୀ ପାଚେରୀ

ପୁଣି ନିର୍ମାଣ ହେବ ପାଥେରପୁରୀ ପାଚେରୀ

ଭୁବନେଶ୍ୱର: ପୁଣି ନିର୍ମାଣ ହେବ ଏସସିଏସ କଲେଜ ପାଥେରପୁରୀ ପାଚେରୀ । ଏନେଇ ଆଜି ସୂଚନା ମିଳିଛି । ତୁରନ୍ତ ପାଚେରୀ କାମ ସାରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା ହେବା ପରେ ଏହି ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ରାସ୍ତା ପ୍ରଶସ୍ତ ପାଇଁ ଗ୍ଧେଲ ପାଚେରୀକୁ ଭାଙ୍ଗିଥିଲା ପ୍ରସାଶନ । ଏନେି କବର ପ୍ରସାରଣ ହେବା ପରେ ଛାତ୍ର ଆନ୍ଦୋଳନ ଦେଖା ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking