28.1 C
Bhubaneswar
Monday, November 9, 2026
Homeଓଡିଶାଏଗ୍ରିଷ୍ଟାକ ନଥିଲେ ବି ଧାନ ଉଠିବ: ମନ୍ତ୍ରୀ

ଏଗ୍ରିଷ୍ଟାକ ନଥିଲେ ବି ଧାନ ଉଠିବ: ମନ୍ତ୍ରୀ

ଭୁବନେଶ୍ୱର: ଏଗ୍ରିଷ୍ଟାକ ନଥିଲେ ବି ଚାଷୀଙ୍କ ଧାନ ଉଠିବ କହିଲେ ଯୋଗାଣ ମନ୍ତ୍ରୀ । ଯେଉଁମାନେ କରି ନାହାନ୍ତି କୌଣସି ଅସୁବିଧାର ସମ୍ମୁଖୀନ ହେବେନି । ଏଗ୍ରିଷ୍ଟାକ ନଥାଇ ବି ଚାଷୀ ନାମ ପଞ୍ଜୀକରଣ କରିପାରିଛନ୍ତି । ଆମେ ସମ୍ପୁର୍ଣ୍ଣ ଧାନ କିଣିବୁ, ଏଗେରିଷ୍ଟାକ ସହ କୌଣସି ସମ୍ପର୍କ ନାହିଁ । କିନ୍ତୁ ଏଗ୍ରିଷ୍ଟାକ କରାଇ ନିଅନ୍ତୁ , କଲେ ଅନ୍ୟାନ୍ୟ ସୁବିଧା ମିଳିବ । ସାର, ବିହନ ଆଦି ମିଳିବ, କୃଷି ଋଣ ମଧ୍ୟ ମିଳିପାରିବ । ତେଣୁ ଜଲଦି ଏଗ୍ରିଷ୍ଟାକ କରାଇ ନେବାକୁ ଅନୁରୋଧ କରିଛନ୍ତି କୃଷ୍ଣଚନ୍ଦ୍ରପାତ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking