28.1 C
Bhubaneswar
Tuesday, June 28, 2022
Homeଓଡିଶା୧୦୦ରୁ ମାତ୍ର ୨ ଜଣ ହିଁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି

୧୦୦ରୁ ମାତ୍ର ୨ ଜଣ ହିଁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ତୃତୀୟ ଲହରରେ ଓମିକ୍ରନ ଅଧିକ ସଂକ୍ରମିତ କରୁଛି । ରାଜ୍ୟରେ ୧୦୦ଜଣରୁ ମାତ୍ର ୨ ଜଣ ହିଁ ହସପିଟାଲରେ ଭର୍ତ୍ତି ହେଉଛନ୍ତି । ବର୍ତ୍ତମାନର କୋରୋନା ସ୍ଥିତି ପାଇଁ ଭୟଭୀତ ନ ହେବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ପାଳନ କରିବାକୁ ଲୋକଙ୍କୁ କହିଛନ୍ତି ମୁଖ୍ୟ ଶାସନ ସଚିବ । ଆସନ୍ତା କିଛି ଦିନ ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking