28.1 C
Bhubaneswar
Thursday, March 28, 2024
Homeଓଡିଶାଭୁବନେଶ୍ୱରରେ ବଡ ଧରଣର ସାଇବର ଠକେଇ

ଭୁବନେଶ୍ୱରରେ ବଡ ଧରଣର ସାଇବର ଠକେଇ

ଭୁବନେଶ୍ୱର: ରାଜଧାନୀରେ ବଡ ଧରଣର ସାଇବର ଠକେଇ । ୧୦ ଟଙ୍କା ଦେଇ ସାଇବର ଠକ ୧୩ ଲକ୍ଷ ଟଙ୍କା ଲୁଟି ନେଇଛି । ଶୈଳଶ୍ରୀ ବିହାର ଅଂଚଳରେ ସଦାଶିକ ମହାନ୍ତି ଏହି ଠକାମୀର ଶିକାର ହୋଇଛନ୍ତି । ଟିସିଏଲର ପୂର୍ବତନ ଅଧିକାରୀ ସଦାଶିବ ମୋବାଇଲ ନମ୍ବର ପୋର୍ଟାବିଲିଟି ପାଇଁ ଆବେଦନ କରିଥିଲେ । ଏହାର ଫାଇଦା ନେଇ ସାଇବର ଠକ ଓଟିପି ପଠାଇ ଲିଙ୍କରେ କ୍ଲିକ କରିବାକୁ କହିଥିଲେ । ଲିଙ୍କ୍ କ୍ଲିକ୍ କରିବା ପରେ ତାଙ୍କ ବ୍ୟାଙ୍କ ଆକାଉଂଟ୍ ଖାଲି ହୋଇଯାଇଥିଲା । ଏ ସଂପର୍କରେ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking