ପୁରୀ: ରଥଯାତ୍ରା ସମୟରେ ରୁପାଦ୍ୱାରା ଆଚ୍ଛାଦିତ ହେବ ସିଂହଦ୍ୱାର । ୮ଟି ଦ୍ୱାର ଭଳି ରୁପାରେ ଆଚ୍ଛାଦିତ ହେବ ସିଂହଦ୍ୱାର । ଜୟବିଜୟ ବେହରଣ ଦ୍ୱାର ଭଳି ରୁପା ଛାଊଣି ହେବ ସିଂହଦ୍ୱାର । ସୌନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଷ୍ପତ୍ତି ।