କଂଗ୍ରେସର ୯ ପ୍ରଶ୍ନ ଉପରେ ବିଜେପିର କଡ଼ା ଜବାବ; ସ୍ମରଣ କରାଇଲା ଟୁ-ଜି, ସିଡବ୍ଲ୍ୟୁଜି ଏବଂ ବୋଫର୍ସ

ନୂଆଦିଲ୍ଲୀ : କେନ୍ଦ୍ରର ମୋଦୀ ସରକାରକୁ ଆଜି ୯ ବର୍ଷ ପୂରିଛି । ୨୦୧୪ ମେ ୨୬ ତାରିଖରେ ନରେନ୍ଦ୍ର ମୋଦୀ ପ୍ରଥମ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ୯ଟି ପ୍ରଶ୍ନ ପଚାରିଛି । ଏଥିପାଇଁ ପାର୍ଟି ‘୯ ବର୍ଷ, ୯ ପ୍ରଶ୍ନ’ ନାମକ ଏକ ଡକ୍ୟୁମେଣ୍ଟ୍ ମଧ୍ୟ ଜାରି କରିଛି । ଏଥିରେ ପ୍ରତ୍ୟେକ ବର୍ଷ ପାଇଁ ଗୋଟିଏ ପ୍ରଶ୍ନ ପଚରା ଯାଇଛି … Continue reading କଂଗ୍ରେସର ୯ ପ୍ରଶ୍ନ ଉପରେ ବିଜେପିର କଡ଼ା ଜବାବ; ସ୍ମରଣ କରାଇଲା ଟୁ-ଜି, ସିଡବ୍ଲ୍ୟୁଜି ଏବଂ ବୋଫର୍ସ