31.1 C
Bhubaneswar
Thursday, May 23, 2024
Homeଓଡିଶାଦୁର୍ଘଟଣାରେ ଓଡିଆ ବିଏସ୍‌ଏଫ୍‌ ଯବାନଙ୍କ ମୃତ୍ୟୁ

ଦୁର୍ଘଟଣାରେ ଓଡିଆ ବିଏସ୍‌ଏଫ୍‌ ଯବାନଙ୍କ ମୃତ୍ୟୁ

ବଲାଙ୍ଗୀର : ଦୁର୍ଘଟଣାରେ ବିଏସ୍‌ଏଫ୍‌ ଓଡିଆ ଯବାନଙ୍କ ମୃତ୍ୟୁ । ଯବାନଙ୍କୁ ନେଇ ଗୌହାଟିରୁ ନିୟୁକୁଞ୍ଜ ବିହାର ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଖସିପଡିଥିଲା ଗାଡି । ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଓଡ଼ିଆ ଯବାନ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ତୁଷ୍ଟା ପାଲି ଗାଁର ଥବିର ବୁଡେକ୍‌ । ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆସନ୍ତା କାଲି ଥବିରଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟିକୁ ଆସିବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯିବ ବୋଲି ସୂଚନା ମିିଳିଛି । ଘରେ ଥବିରଙ୍କ ପତ୍ନୀ ଏବଂ ଦୁଇ ପିଲା ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking