28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ କୁଳପତି ହେଲେ ପ୍ରଫେସର ବେଦ କୁମାରୀ

ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ କୁଳପତି ହେଲେ ପ୍ରଫେସର ବେଦ କୁମାରୀ

ଭୁବନେଶ୍ୱର : କଟକ ନରାଜସ୍ଥିତ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ବେଦ କୁମାରୀ ନିଯୁକ୍ତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ , ପ୍ରଫେସର ଏସକେ ଭଟ୍ଟନଗର, ଡକ୍ଟର ଫୈଜନ ମୁସ୍ତାଫା ଓ ଜଷ୍ଟିସ୍ ଏକେ ପଟ୍ଟନାୟକଙ୍କ କମିଟି ବେଦ କୁମାରୀଙ୍କ ସମେତ ୮ ଜଣଙ୍କ ନାଁ ପ୍ରଧାନ ବିଚାରପତିଙ୍କୁ ସୁପାରିସ୍ କରିଥିଲେ । ୧୯୮୩ରୁ ୮୫ ଯାଏ ଜମ୍ମୁ ବିଶ୍ୱବିଦ୍ୟାଳୟର ଆଇନ୍ ବିଭାଗର ଅଧ୍ୟାପକ ଭାବେ ସେ  କାର୍ଯ୍ୟ କରିଛନ୍ତି । ୦୧୬ ମସିହାରୁ ଏ ପ୍ରଫେସର ବେଦ କୁମାରୀ ଦିଲ୍ଲୀ ଆଇନ୍ ବିଭାଗର ଡିନ୍ ଭାବେ କାର୍ଯ୍ୟ କରୁଛନ୍ତି । ଚଳିତବର୍ଷ ଅଗଷ୍ଟ ମାସରେ ସେ ଅବସର ନେବାକୁ ଥିବା ବେଳେ ୩ ଗୋଟି ପୁସ୍ତକ ଲେଖିଛନ୍ତି ପ୍ରଫେସର ବେଦ କୁମାରୀ । 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking