39.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗନୂତନ ଶାଖା ପରିଚାଳକଙ୍କ ଯୋଗଦାନ

ନୂତନ ଶାଖା ପରିଚାଳକଙ୍କ ଯୋଗଦାନ

କୋରପୁଟ: କୋରପୁଟ ଜିଲ୍ଲାର ପଟାଙ୍ଗି ବ୍ଲକର ପଟାଙ୍ଗି ସଦରମହକୁମା ସ୍ଥିତ ଉତ୍କଳ ଗ୍ରାମ୍ୟବ୍ୟାଙ୍କରେ ନୂତନଭାବେ ଶାଖା ପରିଚାଳକ ଦାଇତ୍ୱ ଗ୍ରହଣ କରିଛନ୍ତି । ପଟାଙ୍ଗି ଉତ୍କଳ ଗ୍ରାମ୍ୟବ୍ୟାଙ୍କର ଶାଖା ପରିଚାଳକ ଭାବେ ଶ୍ରୀ ଦେବ ରଂଜନ ରଥ ଦାଇତ୍ୱ ଗ୍ରହଣ କରିଅଛନ୍ତି । ସେ ପୂର୍ବରୁ ରାୟଗଡା ରେ କାର୍ଯ୍ୟରତ ରହିଥିଲେ । ସେ ଏଠାକାର ସ୍ଥାନୀୟ ବାସୀନ୍ଧା ହୋଇଥିବା କାରଣରୁ ଶାଖାପରିଚାଳନା ସୁଚାରୁରୂପେ ହୋଇପାରିବ ବୋଲିସାଧାରଣ ଲୋକ ଆଲୋଚନା କରୁଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking