26.1 C
Bhubaneswar
Wednesday, March 19, 2025
Homeଦେଶ ବିଦେଶ୨୦୨୬ ପୂର୍ବରୁ ନକ୍ସଲବାଦ ସମ୍ପୂର୍ଣ୍ଣ ହଟିବ

୨୦୨୬ ପୂର୍ବରୁ ନକ୍ସଲବାଦ ସମ୍ପୂର୍ଣ୍ଣ ହଟିବ

ନୂଆଦିଲ୍ଲୀ: ଛତିଶଗଡରେ ମାଓ ନିପାତ ନେଇ ଗୃହମନ୍ତ୍ରୀଙ୍କ ବାର୍ତ୍ତା । ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଲେ ଅମିତ ଶାହ । ଶାହ ଲେଖିଛନ୍ତି ନକ୍ସଲ ମୁକ୍ତି ଭାରତ ଗଠନ ଦିଗରେ ବଡ ସଫଳତା । ୨୦୨୬ ପୂର୍ବରୁ ଦେଶରୁ ନକ୍ସଲବାଦ ସମ୍ପୂର୍ଣ୍ଣ ହଟିବ । କୌଣସି ନାଗରିକଙ୍କୁ ଜୀବନ ହରାଇବାକୁ ପଡିବ ନାହିଁ । ଅପରେସନରେ ୩୧ ଜଣ ମାଓବାଦୀ ନିପାତ ହୋଇଛନ୍ତି । ମୃତ ସୈନିକଙ୍କ ପରିବାର ପ୍ରତ ସମବେଦନା ମଧ୍ୟ ଜଣାଇଛନ୍ତି ଗୃହମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking