22.1 C
Bhubaneswar
Saturday, March 22, 2025
Homeଦେଶ ବିଦେଶକାହିଁକି ପୋଲିସ ହାର୍ଡି ସାନ୍ଧୁଙ୍କୁ ଅଟକ ରଖିଥିଲା ଜାଣନ୍ତୁ..

କାହିଁକି ପୋଲିସ ହାର୍ଡି ସାନ୍ଧୁଙ୍କୁ ଅଟକ ରଖିଥିଲା ଜାଣନ୍ତୁ..

ନୂଆଦିଲ୍ଲୀ : କିଛି ଭୁଲ ବୁଝାମଣା ରେ ସବୁକିଛି ବଦଳିଗଲା ।  ଶନିବାର ସନ୍ଧ୍ୟାରେ  ସେକ୍ଟର ୩୪ରେ  ଏକ ଫ୍ୟାଶନ ଶୋରେ   ହାର୍ଡି ସାନ୍ଧୁ ଗୀତ ଗାଇଥିଲେ । ହେଲେ ସେଠାରେ ଖାଲି ସଙ୍ଗୀତ ବଜାଇବା ପାଇଁ ଅନୁମତି ଥିଲା ।  ହେଲେ ପ୍ରସିଦ୍ଧ  ପଞ୍ଜାବୀ ଗାୟକ  ହାର୍ଡି ସାନ୍ଧୁ  ଗୀତ ଗାଇବା ଆରମ୍ଭ କରିଥିଲେ ।  ତାପରେ ପୋଲିସ ପହଞ୍ଚି ତାଙ୍କୁ ହେପାଜତକୁ ନେଇଥିଲା । ହେଲେ  ଫ୍ୟାସନ ଶୋର ଆୟୋଜକମାନେ  ଅନୁମତି ନେଇ ଗୀତ ଗାଇଛନ୍ତି ବୋଲି କହିବାରୁ ସବୁ କିଛି ବଦଳିଗଲା ।  କିଛି କାଗଜ ପତ୍ର ଏବଂ ପ୍ରମାଣ ଦେଖାଇବଆରୁ ପୋଲିସ ତାଙ୍କୁ ଛାଡିଥିଲା ।  ଏହି ଘଟଣା ସବୁକୁ କଷ୍ଟ ଦେଇଥିଲା ।  ପୋଲିସ ସୂଚନା ଅନୁସାରେ  ଫ୍ୟାଶନ ଶୋରେ ଗୀତ ଗାଇବା ପାଇଁ ଅନୁମତି ଦିଆଯାଇଛି । ସବୁ କିଛି ଯାଞ୍ଚ କରାଯାଇଥିଲା ।  ଏଠି କହି ରଖୁଛୁ ଯେ  ହାର୍ଡି ସାନ୍ଧୁ  ଏକ ଭଲ ଗାୟକ ଭାବେ ଜଣାଶୁଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking