40.1 C
Bhubaneswar
Saturday, April 27, 2024
Homeଓଡିଶାସର୍ଚ୍ଚ ଅପରେସନ ବେଳେ ଜଙ୍ଗଲରୁ ନକ୍ସଲ ସାମଗ୍ରୀ ଜବତ

ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲରୁ ନକ୍ସଲ ସାମଗ୍ରୀ ଜବତ

ଭୁବନେଶ୍ୱର : ଓଡ଼ିଶା ସୀମାନ୍ତ ତଥା ସୁଙ୍କି ଥାନା ଅଧୀନ ଅଲସି ଗାଁ ନିକଟରେ ଥିବା ଜଙ୍ଗଲରୁ ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଗୋଟିଏ ବନ୍ଧୁକ ସମେତ ନକ୍ସଲ ବ୍ୟବହୃତ ଏକାଧିକ ସାମଗ୍ରୀ ରହିଛି। ସୋମବାର ସୁରକ୍ଷାକର୍ମୀମାନେ କୌଣସି ସୂତ୍ରରୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଲସି ଗାଁ ପାଖରେ ଥିବା ଜଙ୍ଗଲରେ ନକ୍ସଲମାନେ ଲୁଚି ରହିଥିବା ଖବର ପାଇଥିଲେ । ଖବର ପାଇ ସାରିବା ପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରିଥିଲେ । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀମାନେ ଜଙ୍ଗଲରୁ ନକ୍ସଲ ସାମଗ୍ରୀ ଜବତ କରିଥିଲେ । ଜବତ ପରେ ମଧ୍ୟ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସୁରକ୍ଷାକର୍ମୀମାନେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking