ସମ୍ବଲପୁର: ସମ୍ବଲପୁରରେ ପୁଣି ଜଣଙ୍କୁ ହତ୍ୟାକଲେ ଦୁର୍ୱୃତ୍ତ । ଗେଙ୍ଗୁଟିପାଲି ଅଞ୍ଚଳରେ ସେଫ୍ଟି ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି । ହତ୍ୟାପରେ ପାଇଖାନା ଟାଙ୍କିରେ ଫିଙ୍ଗିଥିବା ନେଇ ସନ୍ଦେହ କରାଯାଉଛି । ମୃତ ବ୍ୟକ୍ତି ଶେଖ ହୁସେନ ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଉଦ୍ଧାର କାଯ୍ୟ ଜାରି ରହିଛି ।