39.1 C
Bhubaneswar
Friday, April 26, 2024
Homeଓଡିଶାମୁଣ୍ଡଳିରେ ଟପିଲା ୧୦ ଲକ୍ଷ

ମୁଣ୍ଡଳିରେ ଟପିଲା ୧୦ ଲକ୍ଷ

କଟକ: ମହାନଦୀ ମୁଣ୍ଡଳିରେ ଜଳ ପ୍ରବାହ ୧୦ ଲକ୍ଷ କ୍ୟୁସେକ ଟପିଲା । ଦିନ ୪ ଟାରେ ମୁଣ୍ଡଳିରେ ୧୦ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ପ୍ରବାହିତ ହୋଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ ରୁ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବନ୍ୟାଜଳ ନିଷ୍କାସନ ଯୋଗୁଁ ତଳମୁଣ୍ଡରେ ଥିବା ସମସ୍ତ ନଦୀ ଓ ଶାଖା ନଦୀରେ ଜଳସ୍ତର ବଢିବାରେ ଲାଗିଛି । କେତେକ ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି । ସେହିଭଳି ମହାନଦୀର ଜଳସ୍ତର ମଧ୍ୟ ବଢୁଛି । ଉଲ୍ଲେଖଯୋଗ୍ୟ ଯେ, ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ନିକଟରେ ମହାନଦୀରେ ୮ ଲକ୍ଷ ୫୭ ହଜାର ୯୧୫ ଘନଫୁଟ ଜଳ ପ୍ରବାହିତ ହେଉଥିଲା ।

କାଣି ନଦୀ ବନ୍ଧରେ ଘାଇ, ବିପଦ ସଂକେତ ଟପିଲା ଦେବୀ ନଦୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking