କାଣି ନଦୀ ବନ୍ଧରେ ଘାଇ, ବିପଦ ସଂକେତ ଟପିଲା ଦେବୀ ନଦୀ

ଯାଜପୁର : କାଣି ନଦୀ ବନ୍ଧରେ ଘାଇ ଗାଁ ରେ ପଶିଲା ପାଣି । ଦଶରଥପୁର ବ୍ଲକ ବ୍ରହ୍ମଚାରୀପାଟଣା ନିକଟ ନଦୀବନ୍ଧରେ ଘାଇ । ବୈତରଣୀ ରେ ପ୍ରବଳ ପାଣି ଯୋଗୁଁ ଶାଖା କାଣି ନଦୀରେ ବନ୍ୟା । ସେପଟେ ବିପଦ ସଂକେତ ଟପିଲା ଦେବୀ ନଦୀ । କାକଟପୁର ବାଉରିଆକଣ ନିକଟରେ ବିପଦ ସଂକେତ ଟପିଲା । ବିପଦ ସଂକେତ ୪.୯୩ ମିଟର ଥିବା ବେଳେ ଏବେ ୫.୫ ମିଟରରେ ପ୍ରବାହିତ ହେଉଛି । ଚିନ୍ତା … Continue reading କାଣି ନଦୀ ବନ୍ଧରେ ଘାଇ, ବିପଦ ସଂକେତ ଟପିଲା ଦେବୀ ନଦୀ