28.1 C
Bhubaneswar
Tuesday, May 5, 2026
Homeଓଡିଶାଲାଇଭ ଭିଡିଓ କରି ଆତ୍ମହତ୍ୟା ଉଦ୍ୟମ

ଲାଇଭ ଭିଡିଓ କରି ଆତ୍ମହତ୍ୟା ଉଦ୍ୟମ

ଲକ୍ଷ୍ମୀପୁର: ବନ୍ଦ ଘରେ  ଲାଇଭ ଭିଡିଓ କରି   ଆତ୍ମହତ୍ୟା ଉଦ୍ୟମ । ନାରାୟଣ ପାଟଣା ଥାନା   ପଥର ଦେଉଳ ସାହିରେ  ଅଭାବନୀୟ ଘଟଣା ଘଟିଛି ।  ସୋସିଆଲ ମିଡିଆରେ ପୋଷ୍ଟ କରି ଏମବିକେଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥଆରେ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ୬ ବର୍ଷ ଧରି ଉପରିସ୍ଥ ଅଧିକାରୀ ନିଯାତନା ଦେଉଥିବା ଅଭିଯୋଗ  ରହିଛି । ଶାରୀରିକ ମାନସିକ ନିର୍ଯାତନା  ଅଭିଯୋଗ କଲେ ।  ବିଏଲସି ଓ ବିପିଏମ ଦାୟୀ ବୋଲି କହି ସୋସିଆଲ ମିଡିଆରେ ଛାଡିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking