29.1 C
Bhubaneswar
Wednesday, November 29, 2023
Homeଓଡିଶାପାରିବାରିକ କଳହରୁ ୩ ଛୁଆଙ୍କୁ କୂଅକୁ ଫିଙ୍ଗି ଡେଇଁଲା ମା’

ପାରିବାରିକ କଳହରୁ ୩ ଛୁଆଙ୍କୁ କୂଅକୁ ଫିଙ୍ଗି ଡେଇଁଲା ମା’

ଆସିକା : ପାରିବାରିକ କଳହରୁ ୩ ଛୁଆଙ୍କୁ କୂଅକୁ ଫିଙ୍ଗି ଡେଇଁଲା ମା’ । ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ମା’ର ଆତ୍ମହତ୍ୟା ଉଦ୍ୟମ। ସାନ ଝିଅ ଓ ପୁଅର ମୃତଦେହ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି । ଗ୍ରାମବାସୀଙ୍କ ଦ୍ୱାରା ବଡ଼ ଝିଅ ଓ ମା’ ଜୀବିତ ଉଦ୍ଧାର ହୋଇଛନ୍ତି । ଏଭଳି ଅଭବାନୀୟ ଘଟଣା ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକ୍ ଲାଉଗୁଡ଼ା ଗାଁ’ରେ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତର ମା’ ଓ ଝିଅଙ୍କୁ ସ୍ଥାନୀୟ ମେଡିକାଲକୁ ପଠାଇ ଚିକିତ୍ସା ଜାରି ରହିଛି । ହେଲେ ସୂଚନା ମିଳିଛି କି ପାରିବାରିକ ସମସ୍ୟା ଯୋଗୁ ଏଭଳି ଘଟଣା ଘଟିଛି ବୋଲି ଜଣାପଡ଼ିଛି । ପୋଲିସ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking