32.1 C
Bhubaneswar
Friday, October 23, 2026
Homeଓଡିଶାନାବାଳିକା ହତ୍ୟା ମାମଲା: ଏସଆଇଙ୍କ ବଦଳି

ନାବାଳିକା ହତ୍ୟା ମାମଲା: ଏସଆଇଙ୍କ ବଦଳି

ବାଲେଶ୍ୱର: ଜଳେଶ୍ୱରରେ ନାବାଳିକା ହତ୍ୟା ମାମଲାରେ ଏସଆଇଙ୍କ ବଦଳି । ଦାୟିତ୍ୱରେ ଅବହେଳା ପାଇଁ ନାମ୍ପ ଫାଣ୍ଡି ଏସଆଇ କରଣ ମାରାଣ୍ଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଜିଲ୍ଲା ମୁଖ୍ୟାଳୟକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ୱର ଏସପି । ୫ ଦିନ ହେବ ନିଖୋଜ ନାବାଳିକାଙ୍କ ମୃତଦେହ ଗତକାଲି ଜଙ୍ଗଲରୁ ମିଳିଥିଲା । ପରିବାର ଲୋକେ ଅଭିଯୋଗ କରିଥିଲେ ମଧ୍ୟ ଏଫଆଇଆର ରଖି ନଥିଲା ପୋଲିସ । ଗତକାଲି ମୃତଦେହ ମିଳିବା ପରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ୧୮ ତାରିଖ ଦିନ ଝିଅ ଡ୍ୟାନ୍ସ କ୍ଲାସକୁ ଯାଇ ନିଖୋଜ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking