31.1 C
Bhubaneswar
Friday, October 23, 2026
Homeଓଡିଶାଆଜି କୋଟିଆ ଯିବେ ୧୫ ଜଣିଆ ବିଜେଡି ଟିମ୍‌

ଆଜି କୋଟିଆ ଯିବେ ୧୫ ଜଣିଆ ବିଜେଡି ଟିମ୍‌

କୋରାପୁଟ: ଆଜି କୋଟିଆ ଯିବେ ବିଜେଡି ଟିମ । କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା ଚଳାଇଥିବା ବେଳେ ବିଜେଡି ଟିମ ଆଜି କୋଟିଆ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲା ସଭାପତି ଝିନ ହିକକା ଓ ରାଜ୍ୟ ସ୍ତରୀୟ ଟିମ କୋଟିଆ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । କୋଟିଆରେ ଅନ୍ଧ୍ରର ଦାଦାଗିରିକୁ ନେଇ ବିଜେଡି ବିରୋଧ କରିବ । ଟିମରେ ପ୍ରଦୀପ ମାଝୀ, ରମେଶ ମାଝୀ, ଭୃଗୁ ବକ୍ସିପାତ୍ର , ରବିନନ୍ଦ, ତୁମ୍ବନାଥ ପଣ୍ଡାଙ୍କ ସମେତ ଅନେକ ବିଜେଡି ନେତା ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking