32.1 C
Bhubaneswar
Friday, October 23, 2026
Homeଦେଶ ବିଦେଶବେଙ୍ଗାଲୁରୁରେ ଭୂମିକମ୍ପ ଝଟକା : ରିକ୍ଟର ସ୍କେଲରେ ତୀବ୍ରତା ୩

ବେଙ୍ଗାଲୁରୁରେ ଭୂମିକମ୍ପ ଝଟକା : ରିକ୍ଟର ସ୍କେଲରେ ତୀବ୍ରତା ୩

ନୂଆଦିଲ୍ଲୀ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଏବଂ ଆଖପାଖ ଅଞ୍ଚଳରେ ଶୁକ୍ରବାର ସକାଳେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୦ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫୋର ସିସମୋଲୋଜି ଏବଂ କର୍ଣ୍ଣାଟକ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ଅନୁଯାୟୀ, ସକାଳ ୯ଟା ୧ ମିନିଟରେ ଏହି ଭୂକମ୍ପ ସଂଘଟିତ ହୋଇଥିଲା । ତେବେ ଭୂମିକମ୍ପର ତୀବ୍ରତା ଅତ୍ୟନ୍ତ କମ ଥିବାରୁ ଏହା ଦ୍ୱାରା କୌଣସି ଜନଧନ କ୍ଷୟକ୍ଷତି କିମ୍ବା ଘରଦ୍ୱାର ଭାଙ୍ଗିବାର ସୂଚନା ନାହିଁ । ଏହି ଅଞ୍ଚଳ ଭୂକମ୍ପନୀୟ ମାନଚିତ୍ରର ଜୋନ-୨ ଅନ୍ତର୍ଗତ ଆସୁଥିବାରୁ ଏହା ସାଧାରଣତଃ ନିରାପଦା ଭୂକମ୍ପ ର ମାତ୍ରା କମ ଥିବାରୁ ଜନସାଧାରଣ ଆତଙ୍କିତ ନହେବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking