31.1 C
Bhubaneswar
Friday, May 10, 2024
Homeଓଡିଶାଖସୁଛି ପାରଦ, ବଢ଼ୁଛି ଶୀତ; ଶୀତୁଆ ଉତ୍ତରା ପବନରେ ଥରୁଛି ମୟୂରଭଞ୍ଜ

ଖସୁଛି ପାରଦ, ବଢ଼ୁଛି ଶୀତ; ଶୀତୁଆ ଉତ୍ତରା ପବନରେ ଥରୁଛି ମୟୂରଭଞ୍ଜ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ଖସୁଛି ପାରଦ। ଦିନକୁ ଦିନ ବଢିବାରେ ଲାଗିଛି ଶୀତ। ଜନଜୀବନ ଅସ୍ତବ୍ୟସ୍ତ। ଶୀତ ଯୋଗୁ ସକାଳ ଓ ସଂଧ୍ୟା ୮ଟା ପରେ ରାସ୍ତାଘାଟ ଶୂନ୍‌ଶାନ୍‌। ଗତକାଲି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରାକାମୁଡାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ଶୀତରୁ ରକ୍ଷା ପାଇବା ପାଇଁ ଲୋକ ସକାଳେ ଓ ସନ୍ଧ୍ୟାରେ ନିଆଁ ଜାଳି ବସି ରହୁଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଶୀତ ସହ ପ୍ରବଳ କୁହୁଡ଼ି ପଡୁଛି। କରଞ୍ଜିଆ ଉପଖଣ୍ଡର ଶୁକୃଳି, ରରୁଁଆ, ଯଶିପୁର ଅଞ୍ଚଳରେ ପ୍ରବଳ କୁହୁଡି ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking