34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବାଇକ ସହ ଅଟୋ ଧକ୍କା: ଜଣେ ମୃତ, ୩ ଗୁରୁତର

ବାଇକ ସହ ଅଟୋ ଧକ୍କା: ଜଣେ ମୃତ, ୩ ଗୁରୁତର

ଭୁବନେଶ୍ୱର: ମୋଟୁ ଥାନା ଅନ୍ତର୍ଗତ ଏନଏଚ ୩୨୬ ଜାତୀୟରାଜପଥ ପୁସୁଗୁଡ଼ା ନିକଟରେ ଏକ ବାଇକ ସହ ଅଟୋ ସହିତ ମୁହାଁ ମୁହିଁ ହୋଇଥିଲା । ଫଳରେ ଜଣେ ପ୍ରାଣ ହାରି ଥିବା ବେଳେ ଘଟଣା ସ୍ଥଳରେ  ୩ ଜଣ ଗୁରୁତର ହୋଇଥିଲେ । ଗୁରୁତର ଙ୍କୁ କାଲିମେଳା ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୋଟୁପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତ୍ୟୁ ବ୍ୟକ୍ତି ଙ୍କୁ ବ୍ୟବଚ୍ଛେଦ ପାଇଁ କାଲିମେଳା ମେଡିକାଲ କୁ ପଠାଯାଇଛି ।
ମୃତ ବ୍ୟକ୍ତି ଭୀମ କବାସୀ 25 ଶିଖ ପଲ୍ଲୀ ପଂଚାୟତ କୁଡୁଲୀ ଗୁଡା ଗ୍ରାମ ର ସେ ଆନ୍ଧ୍ର ରେ ଆଗରୁ କାମ କରି ପଇସା ପାଇ ନଥିଲା ।  ଆଜି ଠିକା ଦାର ତାକୁ ପଇସା ନେବା ପାଇଁ କୋୖନ୍ତ ଡାକିଥିଲା ଯିବା ସମୟ ରେ ମୋଟୁ ଅଂଚଳ ପୁସୁଗୁଡ଼ା ଗ୍ରାମ ନିକଟରେ ଏକ ଅଟୋ ସହ ମୁହାଁ ମୁହିଁ ଧକା ହେବା ଫଳରେ ଘଟଣା ସ୍ଥଳେ ତାଙ୍କର ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking