24.1 C
Bhubaneswar
Tuesday, March 18, 2025
Homeଓଡିଶା୧୯ରୁ ହାଲୁକା ବର୍ଷା ସମ୍ଭାବନା

୧୯ରୁ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ୧୯ରୁ ୨୧ ଯାଏଁ ହାଲୁକା ବର୍ଷା ଆକଳନ । ୧୯ ତାରିଖରେ ୬ ଜିଲ୍ଲାରେ ହାଲୁକା ବର୍ଷା ଅନୁମାନ । କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡାରେ ବର୍ଷା ଆଶଙ୍କା । ୨୦ ତାରିଖରେ ୧୦ ଜିଲ୍ଲାରେ ହାଲୁକା ବର୍ଷା ଅନୁମାନ । ୨୧ ତାରିଖରେ ମଧ୍ୟ ୧୦ ଜିଲ୍ଲାରେ ହାଲୁକା ବର୍ଷା ଅନୁମାନ । ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking