25.1 C
Bhubaneswar
Tuesday, March 18, 2025
Homeଓଡିଶାବିଜେପି ସରକାରଙ୍କୁ ଅରୁଣଙ୍କ ଆହ୍ୱାନ

ବିଜେପି ସରକାରଙ୍କୁ ଅରୁଣଙ୍କ ଆହ୍ୱାନ

ଭୁବନେଶ୍ୱର: ବଜେଟକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା । କହିଲେ ଆସନ୍ତାକାଲିର ବଜେଟ ଐତିହାସିକ ହେବ । ପୂର୍ବ ବଜେଟର ୩୦% ଅର୍ଥ ମଧ୍ୟ ବିଜେପି ସରକାର ଖର୍ଚ୍ଚ କରିନାହାନ୍ତି । ନୂଆ କାମ ହୋଇପାରୁନି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ଦେଇଥିଲେ କିଛି ହୋଇଥାନ୍ତା । କେନ୍ଦ୍ର ବିହାର, ଆନ୍ଧ୍ରାକୁ ଟଙ୍କା ଦେଲେ । ଦିଲ୍ଲୀରୁ ଦେଖି ବଜେଟ ସାଇଜକୁ  ବଢେଇ ଚଢେଇ କରିବେ ରାଜ୍ୟ ସରକାର । ବିଜେପି ସରକାରଙ୍କୁ ଆହ୍ୱାନ କରୁଛି । ରାଜ୍ୟବାସୀଙ୍କ ସାମ୍ନାରେ ସତ ପ୍ରକାଶ କରନ୍ତୁ । ପୂର୍ବ ବଜେଟରେ କେତେ ଖର୍ଚ୍ଚ କରିଛନ୍ତି ପ୍ରକାଶ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking