36.7 C
Bhubaneswar
Wednesday, June 17, 2026
Homeଓଡିଶାପରକୀୟା ପ୍ରୀତିର ରକ୍ତାକ୍ତ ପରିଣତି: ସାଙ୍ଗକୁ ହତ୍ୟା କରି ପୋତିଦେଲା ସାଙ୍ଗ

ପରକୀୟା ପ୍ରୀତିର ରକ୍ତାକ୍ତ ପରିଣତି: ସାଙ୍ଗକୁ ହତ୍ୟା କରି ପୋତିଦେଲା ସାଙ୍ଗ

ବାଲେଶ୍ବର : ପରକୀୟା ପ୍ରୀତିର ପରିଣତ କାହାଣୀ । ସାଙ୍ଗ ସାଜିଲା ସାଙ୍ଗର ଶତ୍ରୁ । ପ୍ରଥମେ ଅପହରଣ ପରେ ହତ୍ୟା।ମହାରାଷ୍ଟ୍ରରୁ ଅଭିଯୁକ୍ତ ଗିରଫ । ୨୧ଦିନର ଅପହରଣ ପରେ ସାମ୍ନାକୁ ଆସିଲା ସତ । ସାଙ୍ଗକୁ ମାରି ଶ୍ବଶୁର ଘର ନିକଟରେ ପୋତିଥିଲା ସାଙ୍ଗ । ବାଲେଶ୍ବରରୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଘଟାଇଥିଲା ଏଭଳି ନାରକୀୟ କାଣ୍ଡ । ସାଇନ୍ଟିଫିକ ଟିମ୍ ,ନୀଳଗିରି ଏସଡିପିଓ ଓ ବରହମପୁର ପୁଲିସ୍ ମିଳିତ ଭାବରେ ଶବ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ନୀଳଗିରି ବ୍ଲକ ବରହମପୁର ଥାନା କେଶିପୁର ପଞ୍ଚାୟତ ଜାମୁନା ଗ୍ରାମର ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ଯାମୁନା ଗ୍ରାମର ବୀରେନ୍ଦ୍ର ବେହେରା ଅପହରଣ ହେଇଥିବା ନେଇ ସ୍ତ୍ରୀ ସାବିତ୍ରୀ ବେହେରା ବରହମପୁର ଥାନାରେ ଗତ ମଇ ମାସ ୩୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ନେଇ ବରହମପୁର ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking