36.1 C
Bhubaneswar
Monday, May 20, 2024
Homeଓଡିଶାକେନ୍ଦୁଝର ସବୁଠାରୁ ଥଣ୍ଡା ସହର

କେନ୍ଦୁଝର ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ। ୧୦ ଡିଗ୍ରୀ ତଳେ ୨ ସହରର ତାପମାତ୍ରା ରେକର୍ଡ କରାଯାଇଛି। ୯.୪ ଡିଗ୍ରୀ ତାପମାତ୍ରା ସହ କେନ୍ଦୁଝର ସବୁଠାରୁ ଥଣ୍ଡା ସହର। ଦାରିଙ୍ଗବାଡି ରାତି ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି। କଟକ ୧୪.୫,ଭୁବନେଶ୍ୱର ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking