29.1 C
Bhubaneswar
Thursday, May 9, 2024
Homeଖ୍ରୀଷ୍ଟମାସ୍‌-୨୦୨୩ଆସୁଛି ବଡ଼ଦିନ, ଚଳଚଞ୍ଚଳ ରାଜଧାନୀ

ଆସୁଛି ବଡ଼ଦିନ, ଚଳଚଞ୍ଚଳ ରାଜଧାନୀ

ଭୁବନେଶ୍ୱର: ଆସୁଛି ବଡ଼ଦିନ । ଯାହାକୁ ନେଇ ସଜେଇ ହେଲାଣି ସବୁ ଚର୍ଚ୍ଚ । କେବଳ ଚର୍ଚ୍ଚ ନୁହେଁ ସବୁ ମଲରେ ମଧ୍ୟ ବଡ଼ଦିନକୁ ନେଇ ସାଜସଜା ଦେଖିବାକୁ ମିଳିଛି । ମଝିରେ ଆଉ ମାତ୍ର କେଇଟା ଦିନ ବାକି । ଏଥିପାଇଁ ଉତ୍ସବମୁଖର ହୋଇଉଠିଲାଣି ରାଜଧାନୀ। ପିଲାମାନେ ଚାହିଁ ରହିଛନ୍ତି ସାନ୍ତାକ୍ଲଜ୍‌ର ଆଗମନ ଓ ତାଙ୍କ ଉପହାର ପାଇଁ। ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ତରଫରୁ ପ୍ରାକ୍‌ ଖ୍ରୀଷ୍ଟମାସ ପାଳନ ମଧ୍ୟ ଆରମ୍ଭ ହୋଇଗଲାଣି। ତେବେ ରାଜଧାନୀର ପ୍ରମୁଖ ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଳନ କିପରି ଧୂମ୍‌ଧାମରେ ହେବ, ସେଥିପାଇଁ ପ୍ରସ୍ତୁତି ଜୋର୍‌ସୋର୍‌‌ରେ ଚାଲିଛି । ନଭେମ୍ବର ୨୯ରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସମୟକୁ ଯୀଶୁଙ୍କ ଆଗମନ କାଳ ବୋଲି ବିଶ୍ୱାସ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking