28.1 C
Bhubaneswar
Monday, September 21, 2026
Homeଓଡିଶା୨୩ରୁ ୨୪ ବନ୍ଦ ରହିବ କଳିଙ୍ଗା ଘାଟି

୨୩ରୁ ୨୪ ବନ୍ଦ ରହିବ କଳିଙ୍ଗା ଘାଟି

ଗଞ୍ଜାମ: ଲଘୁଚାପ ଜନିତ ବର୍ଷାରେ ୨୩ରୁ ୨୪ ବନ୍ଦ ରହିବ କଳିଙ୍ଗା ଘାଟିରେ ଯାତାୟତ । ବର୍ଷା ରେଡ ଆଲର୍ଟରୁ ଭୂସ୍ଖଳନ ଆଶଙ୍କା ଥିବାରୁ ବନ୍ଦ ରହିବ କଳିଙ୍ଗା ଘାଟି । ବିକଳ୍ପ ରାସ୍ତା ଦେଇ ଯାତାୟତ ଜାରି ରହିବା ନେଇ ଗଞ୍ଜାମ ଜିଲ୍ଲାପାଳ ଭି .କୀର୍ତ୍ତିଭାସନ ସୂଚନା ଦେଇଛନ୍ତି । ଚିକିଟିରେ ବନ୍ୟା ଓ ପାତ୍ରପୁରରେ ଭୂସ୍ଖଳନର ଆଶଙ୍କା ରହିଛି । ଉଭୟ ସ୍ଥାନରେ ଅଗ୍ନିଶମ ଓ ଓଡ୍ରାଫ ଟିମକୁ ପ୍ରସ୍ତୁତ ରଖାଯାଇଛି । କନ୍ଧମାଳ ଜିଲ୍ଲାପାଳଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking