28.1 C
Bhubaneswar
Monday, September 21, 2026
Homeଓଡିଶାସର୍ବଦଳୀୟ ବୈଠକ ଚିରାଚରିତ କଥା: ଅଶୋକ ଦାସ

ସର୍ବଦଳୀୟ ବୈଠକ ଚିରାଚରିତ କଥା: ଅଶୋକ ଦାସ

ଭୁବନେଶ୍ୱର: ସର୍ବଦଳୀୟ ବୈଠକ ଚିରାଚରିତ କଥା କହିଲେ କଂଗ୍ରେସ ବିଧାୟକ ଅଶୋକ ଦାସ । ବିଧାନସଭାକୁ ସୁରୁଖୁରୁରେ ଚଳାଇବାକୁ ବାଚସ୍ପତି କହିଛନ୍ତି । ରାଜ୍ୟବାସୀଙ୍କ ସ୍ୱାର୍ଥରେ ଯେଉଁ ପ୍ରସ୍ତାବ ଦେଉଛୁ ଆଲୋଚନା ପାଇଁ କହିଛୁ । ଏମଏମଡିଆର, ପାଠ୍ୟପୁସ୍ତକ ତ୍ରୁଟିକୁ ଆଲୋଚନା ପାଇଁ ଆମେ କହିଛୁ । ଆମେ ଏ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବୁ କହିଛନ୍ତି ଅଶୋକ ଦାସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking