28.1 C
Bhubaneswar
Tuesday, May 5, 2026
Homeଓଡିଶାସଫ୍ଟ ଏନକ୍ଲୋଜରରେ ଜିନତ୍‌

ସଫ୍ଟ ଏନକ୍ଲୋଜରରେ ଜିନତ୍‌

ମୟୁରଭଞ୍ଜ : ଶିମିଳିପାଳର ସଫ୍ଟ ଏନକ୍ଲୋଜରକୁ ଯାଇଛି ବାଘୁଣୀ ଜିନତ୍ । ମହାରଷ୍ଟ୍ରରୁ ଅଣାଯାଇଥିବା  ବାଘୁଣୀକୁ ଆଜି ସଫ୍ଟ ଏମକ୍ଲୋଜରରେ ଛଡାଗଲା । ଶିମିଳିପାଳର ଚହଳା ନିକଟ ସଫ୍ଟ ଏନକ୍ଲୋଜରରେ ଛଡାଯାଇଛି । ଯମୁନା ପରେ ମହାରାଷ୍ଟର ତଡବା  ଅନ୍ଧେରୀ ଅଭୟାରଣ୍ୟରୁ  ଆସିଛି  ଦ୍ୱିତୀୟ ବାଘୁଣି ଜିନତ୍ ।ଏହାର ବୟସ ୩ ବର୍ଷ ହେବ । ମହାରାଷ୍ଟ୍ରର ମଧ୍ୟ ବାଘୁଣୀର ନାଁ ଜିନତ୍ ଥିଲା ।  ଗତକାଲି ସଂନ୍ଧ୍ୟାରେ ଏକ ସ୍ୱତନ୍ତ୍ର ଗାଡିରେ ଆସିଥିବା ବାଘୁଣୀକୁ ଯଶିପୁର ପଟୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରସ୍ତୁତ ଥିବା ଏନକ୍ଲୋଜରକୁ ଅଣାଯାଇଥିଲା । ପୂର୍ୱରୁ ଗତ ମାସ ୨ ତାରିଖରେ ଅନ୍ଧେରୀ ଜଙ୍ଗଲରୁ  ଆସି ଶିମିଳିପାଳରେ ପହଞ୍ଚିଥିଲା ବାଘୁଣୀ ଯମୁନା  ା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking