28.1 C
Bhubaneswar
Monday, May 4, 2026
Homeଓଡିଶାପୋଖରୀରେ ବୁଡି ନାବାଳିକା ମୃତ

ପୋଖରୀରେ ବୁଡି ନାବାଳିକା ମୃତ

ମାଲକାନଗିରି : ପୋଖରୀରେ ବୁଡିଯାଇ ୧୨ ବର୍ଷର ବାଳିକାର ମୃତ୍ୟୁ ହୋଇଛି । ଡଙ୍ଗା ଭସାଇବା ବେଳେ ସଦରଥାନା ଚମ୍ପାନଗରରେ ଏଭଳି ଅଘଟଣ ଘଟିଛି । ଡଙ୍ଗା ଭସା ଯାଇଥିବା କଏନ ଆଣିବା ବେଳେ ବୁଡିଯାଇ ମୃତ୍ୟୁ ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking