40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶନିଜ ବନ୍ଧୁକରେ ନିଜକୁ ଗୁଳି କଲେ ଯବାନ

ନିଜ ବନ୍ଧୁକରେ ନିଜକୁ ଗୁଳି କଲେ ଯବାନ

କୋଲକାତା : ଗୁରୁବାର କୋଲକାତା ବିମାନବନ୍ଦରରେ ଜଣେ ସିଏସ୍ଏଫ୍ ଯବାନ ନିଜ ଡ୍ୟୁଟି କରିବା ସମୟରେ ନିଜ ବନ୍ଧୁକରେ ନିଜକୁ ଗୁଳି କରିଛନ୍ତି । ନିଜ ଗୁଳିରେ ଯବାନ ଜଣଙ୍କ ଗୁରୁତର ହୋଇଥିଲା । ଗୁରୁତର ଅବସ୍ଥାରେ ଯବାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯବାନ ଜଣଙ୍କ କେଉଁ କାରଣରୁ ନିଜକୁ ଗୁଳି କରିଛନ୍ତି ତାହାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ଘଟଣାର ଯାଞ୍ଚ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking