29.1 C
Bhubaneswar
Monday, May 6, 2024
Homeଓଡିଶାଦାନଗଦୀ ମେଡିକାଲ ଇନ୍ଚାର୍ଜଙ୍କୁ ଜୀବନରେ ମାରିବାକୁ ଧମ କଦେଲେ ରାବେଣା ଡାକ୍ତର ଦେବା ଫାଣ୍ଡିରେ ମୋକଦ୍ଦମା

ଦାନଗଦୀ ମେଡିକାଲ ଇନ୍ଚାର୍ଜଙ୍କୁ ଜୀବନରେ ମାରିବାକୁ ଧମ କଦେଲେ ରାବେଣା ଡାକ୍ତର ଦେବା ଫାଣ୍ଡିରେ ମୋକଦ୍ଦମା

 

ଯାଜପୁର : ଡାକ୍ତର ଙ୍କୁ ଭଗବାନ ଭାବ ରେ ଆଖ୍ୟା ଦିଆଯାଇଛି l ଜଣେ ସିନିଅର ଡାକ୍ତର ଙ୍କୁ ଜୁନିଅର ଡାକ୍ତର ଦୃବ୍ୟବହାର ପ୍ରଦର୍ଶନ କରିବା କେତେ ଦୁର ଯୁକ୍ତି ଯୁକ୍ତତାହା ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପl ଲିଟିଚି l ଏହା ର ଦୃଷ୍ଟାନ୍ତ ଦେଖି ବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀ ଗୋଷ୍ଠୀ ରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୁତନ ଭାବେ ଆସିଥିବା ଭାରପ୍ରାପ୍ତ ଇନ୍ଚାର୍ଜ ମଳୟ ପ୍ରଧାନଙ୍କୁ ରାବଣ l ଡାକ୍ତର ଦେବାଶିଷ ସାହୁ ଅଶିଳ୍ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏ ସମ୍ପର୍କରେ ଦାନଗଦୀ ଫାଣ୍ଡିରେ ଅଭିଯୋଗ ହୋର ଛି ଶ୍ରୀ ପ୍ରଧାନ ।ମେଡିକାଲଅଫିସର ଇନି ଚାର୍ଜ ଭାବେ ସରକାର ନିଯୁକ୍ତି ଦେଇ ଛନ୍ତି ସରକାର ଙ୍କ ନିର୍ଦେଶ ଅନୁସାରେ ସେ ଦାନଗଦି ରେ ଜୟନେ କଲେ ପୃର୍ବ ରୁ ଅସ୍ଥାୟୀ ଭାବ ରେ ମେଡିକାଲ ଇନଚାର୍ଜ ଥିବା ଡାକ୍ତର ଦେବାଶିଷ ସାହୁ ଦାୟିତ୍ୱ ହସ୍ତାନ୍ତର ନକରି ଓଲଟା ଗାଳି ଗୁଲଜ କରି ବାକୁ ନେଇ ଦାନଗଦି ଅଞ୍ଚଳ ରେ ଚର୍ଚ୍ଚା ଚାଲିଛି l ଡାକ୍ତର ସାହୁ ଦାୟିତ୍ୱ ରେ ଥିବା ବେଳେ ବହୁ ବେନିୟମ କାର୍ଯ୍ୟ ହୋଇ ଛି ଦାନଗଦି ଡାକ୍ତର ଖାନା ସରକାରୀ ଯୋଜନା ଅନିୟମିତତାକୁ ନେଇ ବହୁ ଅଭିଯୋଗ ଜିଲ୍ଲା ପାଳ ଓ ସି ଡି ଏମ ଓ ନିକଟରେ ହୋଇ ଥିଲା ହୋଇଥିଲା ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଅଭିଯୋଗ ର ତଦନ୍ତ କରିବା ପାଇଁ ଏଡିଏମଓ କୁ ନିର୍ଦେଶ ଦେଇଛନ୍ତି l  ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ଶ୍ରୀ ସାହୁ ଙ୍କୁ କହିବାରୁ ସେ ଦାୟିତ୍ୱ ହସ୍ତାନ୍ତର ନକରି ଓଲଟା ଏମ ଓ ଇନଚାର୍ଜ ଙ୍କୁ ଧମକ ଦେଲେ l ଦେବାଶିଷ ସାହୁଙ୍କୁ ରାବ ଣା ଡାକ୍ତର ଖାନା କୁ ବଦଳି କରାଯାଇଥିଲମଧ୍ୟ ସେଠାକୁ ନଯାଇ ଦାନଗଦି ଡାକ୍ତର ଖାନା ରହି ବିଭିନ୍ନ ଅସୁବିଧା ସୃଷ୍ଟି କରୁଛନ୍ତି  । ଏ ସମ୍ପର୍କ ରେ ଦାନଗଦୀ ଫାଣ୍ଡି ଅଧିକାରୀଙ୍କ ପାଖରେ ଶ୍ରୀ ପ୍ରଧାନ ଅଭିଯୋଗ କରିଥିଲେ।ଅ ଭିଯୋଗ କୁ ଭିତ୍ତି କରି ଦେବାଶିଷ ସାହୁ ନାମ କ ନାମ ରେ ଏକ ମକଦ୍ଧମା ରୁଜୁ ହୋଇଛି ତଦନ୍ତ ଚାଲିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking