39.1 C
Bhubaneswar
Friday, April 26, 2024
Homeଓଡିଶାସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବାଲ୍ୟ ବିବାହ ବୃଦ୍ଧି ପାଉଛି ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ...

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବାଲ୍ୟ ବିବାହ ବୃଦ୍ଧି ପାଉଛି ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସମୀକ୍ଷା ବୈଠକ

ଯାଜପୁର( ଅଭିମନ୍ୟୁ ମିଶ୍ର୍ର): ଯାଜପୁର ଜିଲା ର ଅଧିବାସୀ ଅଧୁସିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବାଲ୍ୟ ବିବାହ ବୃଦ୍ଧି ପାଉଛି l. ଏଥି ନେଇ ଜିଲା ପ୍ରଶାସନ ର ମୁଣ୍ଡ ବିନ୍ଧା କାରଣ ସାଜିଛି l. ଏହି ବିବାହ କୁ କିପରି ରୋକା ଯାଇ ପାରିବଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି l ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଙ୍କତତ୍ଵାବଦାନ ରେ ସୁକିନ୍ଦା ସି, ଡି ପି ଓ ଙ୍କ କାର୍ଯ୍ୟl ଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି l ରାଜ୍ୟ ସରକାର ଙ୍କ ପଣିତ ବାଲ୍ୟ ବିବାହ ନିଷେଧ ଅଧି ନିୟମପଣିତ 2009ଓ ପଣିତ 2019ନିୟମ ବାଳି ଉପରେ ବିଷଦ ଭାବ ରେ ଆଲୋଚନା କରାଯାଇ ଥିଲା ଜିଲା ସମାଜ କଲ୍ୟାଣ ଅଧିକାରୀ ଇନ୍ଦୁ ରେଖା ପଟନାୟକ ଅଧକ୍ଷତା କରି ଥିଲେ ସୁକିନ୍ଦା ଅଞ୍ଚଳ ରେ ଜନ ଜାତି ବାସ କରୁ ଥିବା ରୁ ବାଲ୍ୟ ବିବାହ କରାଯାଇଛି l ସେମାନଂକୁ ସଚେତନ କରିବା ପାଇଁ ପ୍ରସ୍ତାବ ମାନ ଆସି ଥିଲା ଶିଶୁ ସୁରକ୍ଷା ବିଭାଗ ଓ ମହିଳା ଶିଶୁ ବିକାଶ ବିଭାଗ ର ସୁପରଭାଇଜର, ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାସ୍ଥ କର୍ମୀ ମାନେଯୋଗ ଦେଇ ଆଲୋଚନା କରି ଥିଲେ l ବାଲ୍ୟ ବିବାହ ଆଇନ ବିରୋଧ କାର୍ଯ୍ୟ ଝିଅ ମାନଂକୁ ଶିକ୍ଷା ରୁ ବଂଚିତ ନକରି ପାଠ ପଢାଇ ବା ଅl.ଦି ସମ୍ପର୍କ ରେ ସଚେତନତା ବାର୍ତ୍ତା ଦେଲେ ବାଲ୍ୟ ବିବାହ ରୋକା ଯାଇ ପାରିବ ବୋଲି ପ୍ରସ୍ତାବ ମାନ ଦିଆ ଯାଇଥିଲା l ବିଶେଷ କରି ଶିକ୍ଷା ଓସଚେତନାତା ଉପରେ ଗୁରୁତ୍ୱ ଦିଆ ଯାଇ ଥିଲା l ପଂଚାୟତ ସ୍ର ର କମିଟି ଗଠନ କରାଯାଇ ସରପଞ୍ଚ ମାଂକୁ କମିଟି ର ମୁଖ୍ୟ କରାଯାଇ ମହିଳା ଶିଶୁ ବିକାଶର ସୁପର ଭାଇଜର ସ୍ୱାସ୍ଥ କର୍ମୀ ସାମାଜିକ କର୍ମୀ ସ୍ୱଚ୍ଛାସେବୀ କର୍ମକର୍ତ୍ତା ମାନେ ସଚେତନତା କରାଇବେ ବାଲ୍ୟ ବିବାହ କୁ ରୋକିବା ପାଇଁ ବି, ଡି, ଓ ଙ୍କ ଅଧ୍ୟକ୍ଷତା ରେ ଏକ ଟାକ୍ସପୋର୍ସ ଗଠିତ ହୋଇଛି ନଗଡ଼l. କାଳିଆପାଣି, ରlନସୋଲ ଚିଙ୍ଗୁଡ଼ିପାଳ ପ୍ରଭୁତି ଆଦିବାସୀ ଅଧୁସିତ ଅଞ୍ଚଳ ରେ ସଚେତନ ତା ବାର୍ତ୍ତା କାର୍ଯ୍ୟକ୍ରମ କରାଯିବl. ପାଇଁ ସ୍ଥିର କରାଯାଇଛି ସମ୍ପକ୍ତ ଅଞ୍ଚଳ ରେ କମିଟି ମାନ ଗଠନ କରାଯିବ ସୁକିନ୍ଦା ରେ ବାଲ୍ୟ ବିବାହ ରୋକିବା ପାଇଁ ଏହାର ନିରାକରଣ କରାଯିବା ପାଇଁ ଯାଜପୁର ଜିଲା ପାଳ ସମୀକ୍ଷା ବୈଠକ କରିବା ପାଇଁ ମହିଳା ଶିଶୁ କଲ୍ୟାଣ ବିଭାଗ ଓ ଶିଶୁ ସୁରକ୍ଷା ବିଭାଗ କୁ ନିର୍ଦେଶ ଦେଇ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking