32.1 C
Bhubaneswar
Thursday, September 17, 2026
Homeଓଡିଶାଜଗମୋହନଙ୍କ ଇସ୍ତଫା ଗୃହୀତ

ଜଗମୋହନଙ୍କ ଇସ୍ତଫା ଗୃହୀତ

ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ । ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର । ପୂର୍ବରୁ ରାଜ୍ୟ ସରକାର ଗୃହ ମନ୍ତ୍ରାଳୟକୁ ସୁପାରିସ କରିଥିଲେ । ୨୦୧୩ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ଜଗମୋହନ ମୀନା । ଗତ ଜୁଲାଇ ୬ ତାରିଖରୁ ନିଜ ପଦରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ । ଏହାର ପରବର୍ତ୍ତୀ ସମୟରେ ଇସ୍ତଫା ପତ୍ର କେନ୍ଦ୍ରକୁ ପଠାଯାଇଥିଲା । ଅର୍ଥାତ ରାଜ୍ୟ ସରକାର ନିଜର ଏନଓସି ସହିତ କେନ୍ଦ୍ରକୁ ଇସ୍ତଫା ପତ୍ର ପଠାଇଥିଲେ । ଏବଂ କେନ୍ଦ୍ର ସରକାର ତାକୁ ଗୃହୀତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking