30.1 C
Bhubaneswar
Sunday, September 13, 2026
Homeଦେଶ ବିଦେଶବିଶ୍ୱରେ ଅଶାନ୍ତି ବଢୁଛି : ମୋଦି

ବିଶ୍ୱରେ ଅଶାନ୍ତି ବଢୁଛି : ମୋଦି

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରହେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି , ସାରା ବିଶ୍ୱରେ ଅଶାନ୍ତି ବଢି ବଢି ଚାଲିଛି । ସଙ୍କଟ ସମୟରେ ପଛଘୁଞ୍ଚା ଦେବା ଉଚିତ ନୁହେଁ । ମହାମାରୀ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଛି । ସୁସ୍ଥ ଜୀବନ ଶୈଳୀ ପାଇଁ ସ୍ୱଚ୍ଛ ବାୟୁର ଆବଶ୍ୟକତା ଅଛି । ପ୍ରତିଟି ଆହ୍ୱାନକୁ ସାମ୍ନା କରିବା ସାହସ ରହିବା ଉଚିତ । ଯୁଦ୍ଧ ସହ୭ ଅସ୍ଥିରତା ବଢୁଥିବାରୁ ଚିନ୍ତାରେ ବିଶ୍ୱବାସୀ । ବିକାଶ ଓ ପର୍ଯ୍ୟାବରଣ ମଧ୍ୟରେ ସମାନତା ରହିବା ଦରକାର । ସଙ୍କଟ ସମୟରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ମୋଦୀ । ନାଗରିକ ଓ ସଂଗଠନ ବ୍ରିକ୍ସ ସହ ଯୋଡି ହେବାର ଆବଶ୍ୟକତା ରହିଛି । ବ୍ରିକ୍ସରେ ଗ୍ଲୋବାଲ ସାଉଥ ରାଷ୍ଟ୍ରର ପ୍ରଭାବ ବଢି ଯାଇଛି । ବିବିଧତା ମଧ୍ୟରେ ଏକତା ହିଁ ଆମର ପରିଚୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking